• Mon. Oct 2nd, 2023



Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is …

source

12 thoughts on “Russia Ukraine war: Ukrainian Armed Forces in action against Russian soldiers || Kalinga TV”
  1. ନିଜ ବୁଦ୍ଧିରେ ଘାସ କାଟିବା ଭଲ ପର ବୁଦ୍ଧିରେ ରାଜା ହେବା ଠିକ୍ ନୁହେଁ। କେତେ ଦିନ ଅନ୍ୟ ମାନଙ୍କ ଦୟା ରେ ଯୁଦ୍ଧ ଚଳାଇ ପାରିବ ୟୁକ୍ରେନ। ବର୍ଷେ ରୁ ଅଧିକ ସମୟ ଧରି ସାରା ୟୁରୋପ ଦେଶ ରୁଷିଆ ବିରୋଧରେ ଲାଗି ମଧ୍ୟ କିଛି କ୍ଷତି କରି ପାରିନାହାଁନ୍ତି। ରୁଷିଆ ପରାଜୟ ସ୍ଵିକାର କରିଵା ପୁର୍ବରୁ ନିଶ୍ଚିତ ଏକ ଭୟଙ୍କର ପଦକ୍ଷେପ ନେବ ଯାହାକି ସାରା ଵିଶ୍ଵ କେତେ ପିଢି ଭୋଗିବା ପାଇଁ ପଡିବ।ତା ପୁର୍ବରୁ ଶାନ୍ତି ର ମାର୍ଗ ବାହାର କରି ସମାଧାନ କରିବା ଜରୁରୀ।

Leave a Reply

Your email address will not be published. Required fields are marked *